ଆଜିର ଖବର ୱେଭସ୍ ଫିଲ୍ମ ପୋଷ୍ଟର ମେକିଂ ଚ୍ୟାଲେଞ୍ଜରେ ଶ୍ରେଷ୍ଠ ୫୦ ଜଣ ଡିଜିଟାଲ୍ ପୋଷ୍ଟର ବିଜେତାଙ୍କ ନାମ ଘୋଷଣା ନୂଆଦିଲ୍ଲୀ: ସାରା ଭାରତରେ କଳାକାରମାନଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଇବା ପରେ ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭ୍ସ) ଏହାର ଫିଲ୍ମ ପୋଷ୍ଟର ମେକିଂ ଚ୍ୟାଲେଞ୍ଜର…