ଆଜିର ଖବର ରିଲାଏନ୍ସ ଫାଉଣ୍ଡେସନ୍ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ୨୦୨୪-୨୫ ର ଫଳାଫଳ ଘୋଷଣା ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ ଏହାର ସମ୍ମାନଜନକ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ୨୦୨୪-୨୫ ର ଫଳାଫଳ ଘୋଷଣା କରିଛି। ଇଞ୍ଜିନିୟରିଙ୍ଗ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସେସ ପରି…