ଆଜିର ଖବର ପୋସ୍କୋ ପ୍ରତିରୋଧ ଓ ଜିନ୍ଦଲ ବିରୋଧୀ ସଂଗ୍ରାମ ସମିତିର ନେତାଙ୍କୁ ଗିରଫଦାରୀ ବନ୍ଦ କର: ସିପିଆଇ (ଏମ୍-ଏଲ୍) ଭୁବନେଶ୍ୱର: ପୋସ୍କୋ ପ୍ରତିରୋଧ ଓ ଜିନ୍ଦଲ ବିରୋଧୀ ସଂଗ୍ରାମ ସମିତିର ନେତା ଟୁନା ବରାଳ ଓ ଅନ୍ୟ ତିନିଜଣ ସାଥୀଙ୍କୁ ପୋଲିସ୍ର ଗିରଫଦାରୀକୁ ସିପିଆଇ (ଏମ୍-ଏଲ୍) ଲିବରେସନ…