Municipal Election ପ୍ରକାଶ ପାଇଲା ନିର୍ଦ୍ବନ୍ଦରେ ନିର୍ବାଚିତ ବିଜେତାଙ୍କ ନାମ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କିଏ ସେ ? ଭୁବନେଶ୍ବର: ପ୍ରକାଶ ପାଇଲା ପୌର ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ନାମ ଏବଂ ସେମାନଙ୍କ ଦଳର ନାମ। ଏହା ରାଜ୍ୟ ନିର୍ବାଚନ କମିଶନରଙ୍କ ଅଫିସରୁ ପ୍ରକାଶିତ…