ଆଜିର ଖବର ବକୁଳ ଅମାବାସ୍ୟାରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ଶ୍ରୀନାରାୟଣ କରନ୍ତି ସାଗର ବିଜେ, ଜାଣନ୍ତୁ କଣ ହୁଏ ପୁରୀ: ପୌଷମାସ ଅମାବାସ୍ୟାକୁ ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହିଦିନ ସାଧାରଣତଃ ଆମ୍ବ ଗଛରେ ବଉଳ ହୋଇଥାଏ। ତେଣୁ ଏହାକୁ ବଉଳ ବା ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ।…