ଆଜିର ଖବର ଜଗତପୁର ଦୁଗ୍ଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ କଟକ: କଟକ ଜଗତପୁର ଶିଳ୍ପାଞ୍ଚଳସ୍ଥିତ ପ୍ରସିଦ୍ଧ ‘ପ୍ରଗତି ଦୁଗ୍ଧ’ କାରଖାନାରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର…