ଆଜିର ଖବର ନିର୍ବାଚନ ପ୍ରଚାର ସମୟରେ ଅସୁସ୍ଥ ହେଲେ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ନେବେ ବିଶ୍ରାମ ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଯେଉଁ କେତୋଟି ଲୋକସଭା ନିର୍ବାଚନ ଟକ୍କର ହେଉଛି ସେଥିମଧ୍ୟରୁ ଗୋଟିଏ ହେଉଛି କେନ୍ଦ୍ରାପଡା। ଏହି ନିର୍ବାଚନ ମଣ୍ଡଳିରେ ବିଜେପିର ଟାଣୁଆ ନେତା ବୈଜୟନ୍ତ…