ଆଜିର ଖବର ପଶ୍ଚିମବଙ୍ଗ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଲା ୨୪ ଘଣ୍ଟା ପ୍ରଚାର ବ୍ୟାନ କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିଶନର କଡା ପଦକ୍ଷେପ ନେଇଛନ୍ତି। ମମତାଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ ଲଗାଇଛନ୍ତି ନିର୍ବାଚନ କମିଶନର। ଫଳରେ…