ଆଜିର ଖବର ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ ଭୁବନେଶ୍ଵର; ତାସକେଣ୍ଟରେ ଅନୁଷ୍ଠିତ ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପରେ ଓଡ଼ିଶାର ଜିମ୍ନାଷ୍ଟ ପ୍ରଣତି ନାୟକ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ମହିଳା ଭଲ୍ଟରେ ୧୩…