ଆଜିର ଖବର ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ, ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦେଶରେ ପାଳନ ହେବ ସାତ ଦିନିଆ ରାଷ୍ଟ୍ରୀୟ ଶୋକ। ଏ ନେଇ କେନ୍ଦ୍ର ସରକାର…