ଆଜିର ଖବର ମାତ୍ର ୪୦ ବର୍ଷ ବୟସରେ ପ୍ରତିଭାବାନ ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ: ବଲିଉଡରେ ଖେଳିଗଲା ଶୋକର ଲହରୀ ମୁମ୍ବାଇ: ବଲିଉଡ ଜଗତରୁ ବହୁତ ଦୁଃଖଦ ଖବର ମିଳିଛି। ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଯାଇଛି। ସିଦ୍ଧାର୍ଥ ଶୁକ୍ଲାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।…