ଆଜିର ଖବର ପିପିଲି ଉପନିର୍ବାଚନ ନେଇ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଲେ ଏମିତି କଥା ଭୁବନେଶ୍ବର, ପିପିଲିର ରଥୀ ଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ବର୍ତ୍ତମାନ ପିପିଲିରେ ଉପନିର୍ବାଚନ ହେବ। ହେଲେ ସେଠାରୁ ବିଜେଡିର କିଏ ପ୍ରାର୍ଥୀ ହେବ ସେ…