ବିଶେଷ ଖବର ବାଲେଶ୍ବର, ତିର୍ତ୍ତୋଲ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ଚର୍ଚ୍ଚା, ଆଶା ଛାଡି ଦେଲେଣି ବିରୋଧୀ ଭୁବନେଶ୍ବର, ଦୁଇ ଉପନିର୍ବାଚନର ଫଳାଫଳ ବାହାରିବା ପରେ ବର୍ତ୍ତମାନ ପିପିଲି ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ନିକ୍ଷେପ ହୋଇଛି। କାରଣ କେତେବେଳେ ପିପିଲି ଉପନିର୍ବାଚନ ପାଇଁ ତାରିଖ…