ଅନ୍ତରାଷ୍ଟ୍ରୀୟ ଟୋକିଓ ଅଲମ୍ପିକରେ ଭାରତକୁ ମିଳିଲା ପ୍ରଥମ ପଦକ: ମୀରାବାଈ ଚାନୁ ଜିତିଲେ ରୌପ୍ୟ ନୂଆଦିଲ୍ଲୀ: ଆଜି ଭାରତ ପାଇଁ ଏକ ଭଲ ଦିନ। କାରଣ ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ସଫଳତା ମିଳିଛି। ଭାରତ ଆଜି ଟୋକିଓ ଅଲମ୍ପିକରେ ପ୍ରଥମ ପଦକ…