ଆଜିର ଖବର ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ: ପୁଣେ ଠାରେ ଖେଳାଯିବ ପ୍ରଥମ ମ୍ୟାଚ ନୂଆଦିଲ୍ଲୀ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ତିନି ମ୍ୟାଚ ବିଶିଷ୍ଟ ଏହି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ପୁଣେ ଠାରେ ଖେଳାଯିବ।…