ଆଜିର ଖବର ଲୋକପ୍ରିୟ ଅଭିନେତା ପ୍ରଦୀପ ପଟବର୍ଦ୍ଧନଙ୍କ ଦେହାନ୍ତ, ୫୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ ମୁମ୍ବାଇ: ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ମରାଠୀ ଅଭିନେତା ପ୍ରଦୀପ ପଟବର୍ଦ୍ଧନଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ଆଜି ସକାଳେ…