ବିଶେଷ ଖବର ନେହେରୁ ସ୍ମାରକୀ ଏବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ: ପଢନ୍ତୁ ଏହାର ଇତିହାସ ନୂଆଦିଲ୍ଲୀ: ‘ସମ୍ମାନିତ ପ୍ରଧାନମନ୍ତ୍ରୀ, ଆପଣ ତିନି ମୂର୍ତ୍ତି ଭବନକୁ ମୋ ପିତା ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ମାରକୀ କରିବାକୁ ଚାହୁଁଛନ୍ତି ନା ନିଜେ ସେଠାରେ ରହିବାକୁ ଚାହୁଁଛନ୍ତି…