ଅନ୍ତରାଷ୍ଟ୍ରୀୟ ଦୁଇଦିନିଆ ବିେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କେଉଁ ଦେଶକୁ ଏବଂ କେବେ ନୂଆଦିଲ୍ଲୀ: ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 22 ତାରିଖ ମଙ୍ଗଳବାର ଦିନ ଦୁଇ…