ଆଜିର ଖବର ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା ଭୁବନେଶ୍ୱର: ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୂଡ଼ାନ୍ତ ତାଲିକାରୁ ଶୂନ୍ୟଥିବା ପଦବୀରେ ସରକାର ତୁରନ୍ତ ପ୍ରଧାନ ଶିକ୍ଷକ ନିଯୁକ୍ତି…