ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ

ଭୁବନେଶ୍ବର: ଆଜି ସଂଧ୍ୟାରୁ ପ୍ରବାସୀ ଭାରତୀୟ ଦିବସର ପ୍ରଦର୍ଶନୀ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ।…