ଜାତୀୟ ଖବର ରାଶିଫଳ: ଅଗଷ୍ଟ ୨୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ଉପରେ ପ୍ରଭୁ ଗଣେଶଙ୍କ ରହିଛି ଆଶୀର୍ବାଦ ମେଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଗୃହିଣୀମାନେ ଅତିରିକ୍ତ ଯତ୍ନବାନ ହେବା ଉଚିତ୍ । ରୋଷେଇ ଘରେ ଆଘାତ ହୋଇପାରେ । ଆଶା ବିଳମ୍ବ ହୋଇପାରେ।…