ଆଜିର ଖବର ଓଡ଼ିଶା ଉପକୂଳରୁ କମ୍ ସମୟ ବ୍ୟବଧାନରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଜି ଓଡ଼ିଶା ଉପକୂଳରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସମାନ୍ତରାଳ ପରୀକ୍ଷଣ କରିଛି। ଗୋଟିଏ ଲଞ୍ଚର୍ ରୁ ଉଭୟ…