ଆଜିର ଖବର ପୁଣି ଚର୍ଚ୍ଚାରେ ଡିଏସପି: ସଠିକ ତଦନ୍ତ ଯୋଗୁଁ ଗୋଟିଏ ବର୍ଷରେ ୧୨ ଟି ମାମଲାର ରାୟ ଶୁଣାଇଲେ କୋର୍ଟ ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ପୁଣି ଚର୍ଚ୍ଚାରେ ତତ୍କାଳୀନ ଆସିକା ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସଦର ଡିଏସପି ପ୍ରଶାନ୍ତ କୁମାର ସାହୁ। ଶ୍ରୀ ସାହୁଙ୍କ…