ଆଜିର ଖବର ଖୋର୍ଦ୍ଧା: ପ୍ରାକୃତିକ ବିପର୍ଯ୍ୟୟ ବୈଠକ ଖୋର୍ଦ୍ଧା: ଆଜି ଓସ୍ୱାନ ଭିଡ଼ିଓ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯୟ ବୈଠକ ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…