ଆଜିର ଖବର ଓଡିଶାବାସୀଙ୍କୁ ମିଳିବ ଆଶ୍ଵସ୍ତି!, ଆଉ କିଛି ଘଣ୍ଟା ପରେ ଓଡ଼ିଶା ଛୁଇଁବ ମୈାସୁମୀ ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ପ୍ରଚଣ୍ଡ ରୌଦ୍ରତାପରୁ ଓଡିଶାବାସୀଙ୍କୁ ଆଶ୍ଵସ୍ତି ମିଳିପାରେ। କାରଣ ଆସନ୍ତା ୨୪ ଘଣ୍ଟା ମଧ୍ୟ ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ ଓଡ଼ିଶା ଛୁଇଁପାରେ।…