ଆଞ୍ଚଳିକ ପ୍ରାଚୀନ ଚିକିତ୍ସା ପରମ୍ପରାରୁ ପ୍ରେରଣା ଓ ଜ୍ଞାନର ପ୍ରୟୋଗ ଦରକାର; ରାଜ୍ୟପାଳ ଭୁବନେଶ୍ୱର: ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ପ୍ରଜ୍ଞାମୟ କୋଷ ଓ ଆନନ୍ଦମୟ କୋଷରେ ଶରୀରର ସ୍ଥିତି । ଏହାକୁ ଧ୍ୟାନରେ ରଖି ଡାକ୍ତରମାନେ ଶରୀରର…