ଆଜିର ଖବର ପ୍ରାଣୀରୋଗ ନିୟନ୍ତ୍ରଣ ଦ୍ୱାରା ପ୍ରାଣୀପାଳକଙ୍କ ଆୟବୃଦ୍ଧି ହୋଇପାରିବ: ପ୍ରମୁଖ ଶାସନ ସଚିବ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ପ୍ରାଣୀମାନଙ୍କର ବିଭିନ୍ନ ରୋଗର ନିରାକରଣ ସଂପର୍କରେ ଆଜି ଏକ ଜାତୀୟ ସ୍ତରୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋମହିଷାଦି ଏବଂ…