ଆଜିର ଖବର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ଏମ୍ସ ଭୁବନେଶ୍ବର ଭୁବନେଶ୍ୱର: ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀମାନେ ମଧୁମେହଜନିତ ପାଦର ଘା, ଦୀର୍ଘକାଳୀନ ଚାପଯୁକ୍ତ ଘା, ଆଘାତଜନିତ କ୍ଷତ, ଭେନସ୍ ଅଲସର…