PanchayatElection ଶେଷ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ଜାଣନ୍ତୁ ମଇଦାନରେ ମୋଟ ପ୍ରାର୍ଥୀ କେତେ ଭୁବନେଶ୍ବର:ଆଜି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଶେଷ ହେଇଛି। ଆସନ୍ତାକାଲି ଶନିବାରରେ ଏହାର ଯାଞ୍ଚ ପକ୍ରିୟା ଆରମ୍ଭ ହେବ। ତେବେ ଯେଉଁମାନେ ପ୍ରାର୍ଥିପତ୍ର…