ଆଜିର ଖବର ଏୟାରଟେଲ, ଭିଆଇ, ଜିଓ ରେ ଦୈନିକ ୩ ଜିବି ଡାଟା ପ୍ଳାନ: ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଅଧିକ ସୁବିଧା ନୂଆଦିଲ୍ଲୀ: ଆଜିକାଲି ବଜାରରେ ଅନେକ ପ୍ରକାରର ରିଚାର୍ଜ ପ୍ଳାନ ଉପଲବ୍ଧ ହେଉଛି। ଏହାର କାରଣ ହେଉଛି ଅଧିକରୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡିକ…