ଅପରାଧ ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ, ପ୍ରେସ୍ ଲେଖାଥିବା ଗାଡିକୁ ଯାଞ୍ଚ କରିବାକୁ ଦାବୀ କଲା ସାମ୍ବାଦିକ ସଂଘ କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ରେଢାଖୋଲ ଅଂଚଳରେ ନକଲି ସାମ୍ବାଦିକ ଓ ପ୍ରେସ୍ ଲେଖା ଥିବା ଗାଡି ବୁଲୁଥିବାର ଜଣା ପଡିଛି। ଏ ନେଇ ଆଜି…