ଅପରାଧ ବାଲୁଗାଁ ମହାବିଦ୍ୟାଳୟରୁ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍: ଥାନାରେ ଅଭିଯୋଗ ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ କକ୍ଷରୁ ଏକ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍…