ଆଜିର ଖବର ସୋସିଆଲ୍ ମିଡିଆରେ ପ୍ରୋଫାଇଲ୍ ଫଟୋ ତ୍ରିରଙ୍ଗାକୁ ପରିବର୍ତ୍ତନ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକମାନଙ୍କୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରେଫାଇଲ୍ ଫଟୋ ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ଅନୁରୋଧ କରିଛନ୍ତି। ସ୍ୱାଧିନତା ଦିବସର…