ଆଜିର ଖବର ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ: ପ୍ଲାକାର୍ଡ ଧରି ଲୋକସଭାରେ କରୁଥିଲେ ପ୍ରଦର୍ଶନ ନୂଆଦିଲ୍ଲୀ: କଂଗ୍ରେସର ୪ ଜଣ ସାଂସଦ ଲୋକସଭାରେ ପ୍ଲାକାର୍ଡ ନେଇ ମୁଦ୍ରାସ୍ଫୀତି ବିରୋଧରେ ସ୍ଲୋଗାନ ଦେବା ପରେ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ଏହାପରେ ଗୃହକୁ ଆସନ୍ତାକାଲି…