ପ୍ଲାଷ୍ଟିକ ବ୍ୟବହାର ନିରାକରଣ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବାଣପୁର ବ୍ଲକର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର -୨ ଠାରେ ବ୍ଲକ ସ୍ତରୀୟ ଅଭିବୃଦ୍ଧି ମେଳା-୨୦୨୫-୨୬…