ଆଜିର ଖବର ଡବ୍ଲୁଟିସି ଫାଇନାଲ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶ ମନୋନୀତ କଲେ ଆକାଶ ଚୋପ୍ରା: ଅଧିନାୟକ ବିରାଟ ଦେଇପାରନ୍ତି ମୋହର ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶ ଖେଳାଳି ମନୋନୀତ କରିଛନ୍ତି।…