ରାଜ୍ୟ ଖବର ପ୍ୟାରିସ୍ ଅଲିମ୍ପିିକ୍ସରେ ଭାଗ ନେବେ ଓଡ଼ିଶାର ଦୁଇ କ୍ରୀଡ଼ାବିତ୍: ୧୫ ଲକ୍ଷ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ…