ଅନ୍ତରାଷ୍ଟ୍ରୀୟ ୫ ରୁ ୧୧ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା, ପିଇଫାଇଜର ଟିକାକୁ ଅନୁମତି ଦେଲା ଏଫଡିଏ ନୂଆଦିଲ୍ଲୀ: ବର୍ତ୍ତମାନ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ। ଶନିବାର ଦିନ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA)…