ଫାଇନାନସ କର୍ମଚାରୀ

ଜଙ୍କିଆ: ଜାତୀୟ ରାଜପଥରେ ଫାଇନାନସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାର ଜଙ୍କିଆ ପୋଲିସ୍ ପର୍ଦ୍ଦାଫାସ କରିଛି। ଲୁଟ୍ ଅଭିଯୋଗ ଆଣିଥିବା ଫାଇନାନସ କଂପାନୀର କର୍ମଚାରୀ…