ଆଜିର ଖବର କିଛି ବର୍ଷ ମଧ୍ୟରେ ହିନ୍ଦୁ-ମୁସଲମାନଙ୍କ ଜନସଂଖ୍ୟା ହେବ କି ସମାନ? ଜାଣନ୍ତୁ କଣ କହିଲେ ଏସୱାଇ କୁରେଶି ନୂଆଦିଲ୍ଲୀ: ଭାରତରେ ବଢୁଥିବା ଜନସଂଖ୍ୟାରେ ମୁସଲମାନଙ୍କ ସଂଖ୍ୟା କିଛି ବର୍ଷ ମଧ୍ୟରେ ହିନ୍ଦୁମାନଙ୍କ ସହିତ ସମାନ ହେବ କି? ମୁସଲମାନମାନେ ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ସନ୍ତାନ ଜନ୍ମ…