ଆଜିର ଖବର ହାର୍ଦ୍ଦିକ ପାଣ୍ଡ୍ୟା ପରବର୍ତ୍ତୀ ୩ ମ୍ୟାଚ୍ରୁ ବାଦ୍ ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ବଡ ଅପଡେଟ ଆସିଛି। ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ଧର୍ମଶାଳାରେ…