ଅନ୍ତରାଷ୍ଟ୍ରୀୟ ଫିଟନେସ୍ ଟେଷ୍ଟରେ ପାସ୍ କଲେ ରୋହିତ ଶର୍ମା, ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ ହେବେ ସାମିଲ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହି କାରଣରୁ ସେ ତୃତୀୟ ଦିନିକିଆରେ ଖେଳିପାରିନଥିଲେ।…