ଆଜିର ଖବର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟବ୍ଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି। ଉଭୟ ନେତା ଡିଜିଟାଲାଇଜେସନ୍, ସ୍ଥିରତା ଏବଂ ଗତିଶୀଳତା କ୍ଷେତ୍ର…