ଅନ୍ତରାଷ୍ଟ୍ରୀୟ ଫିଫା ବିଶ୍ୱକପ୍: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଏହି ୧୬ ଟି ଦଳ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ର ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ପ୍ରଥମ ରାଉଣ୍ଡ ପରେ, ଶେଷରେ ସେହି ୧୬ ଟି ଦଳ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। କତରରେ ଖେଳାଯାଉଥିବା ଫିଫା…