ବିଶେଷ ଖବର ବନ୍ୟା ଆଶଙ୍କା: ଲଗାତର ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀ, ଜାଣନ୍ତୁ କେଉଁ ନଦୀର ସ୍ଥିତି ବର୍ତ୍ତମାନ କଣ ରହିଛି ଭୁବନେଶ୍ବର: ଓଡିଶାରେ ଲଗାତର ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହି ବର୍ଷା ଆହୁରି କିଛିଦିନ ରହିଥିବାରୁ କେତେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।…