ବିଶେଷ ଖବର ଦେବାଳିଆ ବ୍ୟାଙ୍କରେ ବାଜି ଲଗାଇଲେ, ଭାଗ୍ୟ ଦେଲା ସାଥ୍, କରିଦେଲେ 71000000000 ଟଙ୍କାର କାରବାର The Samikhsya Desk: ସେ କେରଳର ଜଣେ ଚାଷୀର ପୁଅ, ନାମ ତାଙ୍କର କେ ପି ହର୍ମିସ୍। ସେ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଓକିଲାତି କରୁଥିଲେ।…