ଆଜିର ଖବର ଭଦ୍ରକ-ଖଡ଼ଗପୁର ରେଳ ମଣ୍ଡଳର ଟ୍ରେନ ଲାଇନ କଡରେ ଫେନସିଂ ପାଇଁ ୨୦୨ କୋଟି ମଞ୍ଜୁର ଭୁବନେଶ୍ୱର: ରେଳ ନିରାପତ୍ତାକୁ ବୃଦ୍ଧି କରାଇବା ସହିତ ଟ୍ରେନ ମାନଙ୍କର ବେଗବୃଦ୍ଧି ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଭାରତୀୟ ରେଳବାଇ ଭଦ୍ରକ-ବାଲେଶ୍ୱର-ଖଡ଼ଗ୍ପୁର ରେଳ ସେକ୍ସନରେ…