ଫେବୃଆରୀ ୨୨

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମେୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଫେବୃଆରୀ ୨୨ ତାରିଖରେ ଦିଲ୍ଲୀରେ ମେୟର ନିର୍ବାଚନ ଅନୁଷ୍ଠିତ ହେବ।…