ଆଜିର ଖବର ଫେବୃଆରୀ ୨୭ରେ ମିଳିବ ସମ୍ମାନ ନିଧିର ୧୩ ତମ କିସ୍ତି, ନୂତନ ତାଲିକାରେ ଯାଞ୍ଚ କରନ୍ତୁ ଆପଣଙ୍କ ନାମ! ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ହିତାଧିକାରୀ କୃଷକମାନଙ୍କ ପାଇଁ ଏକ ବଡ଼ ଖବର ଅଛି। ଅନେକ ମାସ ଧରି ଚାଲିଆସୁଥିବା ୧୩ ତମ କିସ୍ତି…