ଆଜିର ଖବର ଆତ୍ମହତ୍ୟାର ଧମକ ଦେଇ ବିବାହ କଲେ ଯୁବକ: ପରେ ପତ୍ନୀଙ୍କ ଅଳଙ୍କାର, ଟଙ୍କା ଧରି ହେଲେ ଫେରାର କୋଲକୋତା: ଜଣେ ଯୁବକ ଫେସବୁକରେ ବନ୍ଧୁତା ସ୍ଥାପନ କରି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଯୁବତୀଜଣଙ୍କ ବିବାହ ପାଇଁ ରାଜି ନହେବାରୁ ସମ୍ପୃକ୍ତ ଯୁବକଜଣଙ୍କ ଆତ୍ମହତ୍ୟାର ଧମକ…